भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Archipellium

ଆର୍କିପେଲିୟାମ, ଆଦ୍ୟ ପ୍ରାବାର

Archipterygial

ଆଦ୍ୟପଖୀୟ

Archipterygium

ଆଦିପକ୍ଷ

Archiplasm (Archoplasm)

କଣ୍ଡାପ୍ରସୂବସ୍ତୁ, ଆଦିଦ୍ରବ୍ୟ

Archecentric

ଆଦିରୂପୀ

Arctoid

ଉଲ୍ଲୁକାଭ

Area opaca

ଅସ୍ଵଚ୍ଛ କ୍ଷେତ୍ର, ଅସ୍ଵଚ୍ଛ ଭ୍ରୂଣ କ୍ଷେତ୍ର

Area pellucida

ସ୍ଵଚ୍ଛଭ୍ରୂଣ କ୍ଷେତ୍ର

Area striata

ରେଖିତଭ୍ରୂଣ କ୍ଷେତ୍ର

Area vasculosa

ଶିରାଳଭ୍ରୂଣ କ୍ଷେତ୍ର

Arm

ବାହୁ

Arculus

ଚାପିକା (ଶିରା ଚାପିକା)

Arrhenotoky

ଆର୍‌ହେନୋଟିକ୍‌, ଅସମାୟିତ ଫୁଜନନ

Areole

ପରିକ୍ଷେତ୍ରକ

Areola

ଗର୍ତ୍ତିକା

Areolar tissue

ଆରିଓଲିଓ ତନ୍ତୁ

Arterial

ଧମନୀ ସଂକ୍ରାନ୍ତ, ଧମନୀୟ, ଧାମନିକ

Arteriole

ଉପଧମନୀ, ଧମନିକା

Argemtaffil cell

ରଜତରଞ୍ଜି କୋଶ

Arista

ଶୂକ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App