भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Atrium

ଅଳିନ୍ଦ, ପରିକୋଷ୍ଠ

Atracheate

ଅବାତକ, ଶ୍ଵାସନଳୀହୀନ

Atresia

ଅଛିଦ୍ରତା

Atrial syphom

ପରିକୋଷ୍ଠ ବିନାଳ

Atrial funnel

ପରିକୋଷ୍ଠ ଫନେଲ୍‌

Atrichous

ଅଶ୍ଵକ, ଅରୋମୀ

Atrichous isorhyza

ଏକନଳୀଦେହୀ ପ୍ରାଣୀର ଏକ ପ୍ରକାର ଦଂଶକୋଶିକା

Atriopore

ପରିକୋଷ୍ଠ ରନ୍ଧ୍ର

Atrophicrhinitis

ଶୋଷକର ନାସା ଶୋଥ

Atrophy

କ୍ଷୀଣତା

Attachment hook

ସଂଲଗ୍ନି ଅଙ୍କୁଶ

Attenuated strain

କ୍ଷୀଣୀକୃତବିଭେଦ

Attractant gland

ଆକର୍ଷୀଗ୍ରନ୍ଥି

Audio

ଶ୍ରବଣ

Audible

ଶ୍ରବ୍ୟ

Audio equlibration

ଶ୍ରବଣ ସାମ୍ୟକରଣ

Audiotory bulla

ଶ୍ରବଣ ଗୋଳକ

Audiotory capsule

ଶ୍ରବଣ ସଂପୁଟ, ଶ୍ରବଣ କୋଶ

Audiotory calval

ଶ୍ରବଣ ନଳିକା

Audiotory ganglion

ଶ୍ରବଣ ଗୁଚ୍ଛିକା

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App