भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Biological transformation

ଜୈବସଞ୍ଚାରଣ

Bioinformatics

ଜିନୋମ ବିଶ୍ଳେଷଣ, କମ୍ପୁଟରୀକରଣ, ଜୈବସୂଚନା ବିଦ୍ୟା

Biologist

ଜୀବବିଜ୍ଞାନବିତ୍‌

Biology

ଜୀବ ବିଜ୍ଞାନ

Biology molecular

ଆଣବିକ ଜୀବ ବିଜ୍ଞାନ

Bioluminescence

ଜୀବଜ୍ୟୋତି, ଜୀବ ସଂଦୀପ୍ତି

Bioluminescent organism

ଜ୍ୟୋତିଃସମ୍ପନ୍ନ ଜୀବ

Biomass

ଜୈବମାତ୍ରା, ଜୀବଭାର

Biometry

ଜୀବ-ସାଂଖ୍ୟିକୀ, ଜୀବମିତି

Bionomics

ଜୀବ ପରିବେଶ ବିଜ୍ଞାନ, ଜୀବ ପାରିସ୍ଥିତକୀ

Biophore

ଜୀବଘର

Biophilus

ଜୀବରାଗୀ

Biota

ଜୀବସଂଘତି

Biotic

ଜୈବ

Biotic factor

ଜୈବକାରକ

Biopsy

ଜୀବୋତି ପରୀକ୍ଷା

Biotype

ଜୈବପ୍ରରୂପ

Biotechnology

ଜୈବ ପ୍ରଯୁକ୍ତି ବିଦ୍ୟା, ଜୈବ ପ୍ରଦ୍ୟୋଗିକୀ

Biosynthesis

ଜୈବସଂଶ୍ଳେଷଣ

Biosynthetic pathway

ଜୈବ ସଂଶ୍ଳେଷଣ ପଥ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App