भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Death phase

ମୃତ୍ୟୁ ପ୍ରାବସ୍ଥା

Debilitated tissue

କ୍ଷୀଣୋତକ

Debilitation

ଦୁର୍ବଳି ଭବନ

Decacanth

ଦଶାଂକୁଶ

Decapod

ଦଶପାଦ

Decarboxylation

ଡିକାର୍ବୋକ୍ସିଲିବରଣ, କାର୍ବୋକ୍ସିଲ୍‌ ହରଣ

Decerebration

ପ୍ରମସ୍ତିଷ୍କହରଣ

Decidua

ପଠନିକା

Deciduate placenta

ପ୍ରତିଷ୍ଣୁ ଭ୍ରୁଣବନ୍ଧ

Deciduous

ପ୍ରତିଷ୍ଣୁ, ପାତି

Deciduous gill

ପ୍ରତିଷ୍ଣୁ କ୍ଳୋମ

Deciduous dentition

ପାତି ଦନ୍ତ ର୍ବିନ୍ୟାସ, ପାତି ଦନ୍ତୋପତ୍ତି

Deciduous teeth

ପାତିଦାନ୍ତ, ଦୁଧଦାନ୍ତ

Decimation

ସଂହାର

Decimator

ସଂହାର୍କ

Deciphering

କୂଟବାଚନ

Decolourisation

ବିରଂଜୀକରଣ

Decoding

ବିକୋଡନ

Decomposition

ବିଘଟନ, ବିଶ୍ଳେଷଣ, ଉପଘଟକ

Decomposer

ଉପଘଟନ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App