भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Epithelium compound

ଯୌଗିକ ଅଧିଛଦ

Epithelium germinal

ଜାୟକ ଅଧିଛଦ

Epithelium pavement

ପେଭମେଣ୍ଟ ଅଧିଛଦ

Epithelium peritoneal

ଉଦରଚ୍ଛଦୀୟ ଅଧିଛଦ

Epithelium squamous

ଶଳ୍‌କାଚ୍ଛଦ

Epithelium stratified

ସ୍ତରାୟିତ ଅଧିଛଦ

Epithelium visceral

ଅନ୍ତରଙ୍ଗ ଅଧିଛଦ, ଆଶୟ ଅଧିଛଦ

Epidemic

ମହାମାରୀ

Epizoic

ଅଧିଜାନ୍ତବ, ଏକ ପ୍ରାଣୀଠାରେ ଆଶ୍ରିତ

Epoch

କାଳ

Epural

ପୁଚ୍ଛପୃଷ୍ଠ

Equitorial plate

ମଧ୍ୟବର୍ତ୍ତୀ ପଟି

Equivalve

ସମକପାଟ

Era

ଯୁଗ

Erector muscle

ଉଦ୍‌ଧର୍ଷୀ ପେଶୀ

Erisilk

ଏରି-ରେଶମ

Erythroblast

ରକ୍ତାଣୁକୋରକ

Erythro blastosis

ରକ୍ତାଣୁ କୋରକତା

Erythrocyte

ଲୋହିତ ରକ୍ତକଣିକା

Erythrocytic cycle

ଲୋହିତ ରକ୍ତକଣିକାଚକ୍ର

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App