भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Food canal

ଖାଦ୍ୟନାଳୀ

Food chain

ଖାଦ୍ୟ ଶୃଙ୍ଖଳା

Food cup

ଖାଦ୍ୟପାତ୍ର

Food vocuole

ଖାଦ୍ୟ ନିଧାନୀ

Food web

ଖାଦ୍ୟ ଜାଲିକା

Foot

ପାଦ

Foramen

ରନ୍ଧ୍ର

Foramen auditory

ଶ୍ରୁତିରନ୍ଧ୍ର

Foramen magnum

ମହାରନ୍ଧ୍ର

Foramen panizzae

ପାନିଜୀ ରନ୍ଧ୍ର

Foramen rotandum

ବର୍ତ୍ତୁଳ ରନ୍ଧ୍ର

Foramen triosseum

ତ୍ରିଅସ୍ଥି ରନ୍ଧ୍ରକ

Forceps

ଚିମୁଟା

Forcipulate

ଚିମୁଟା ସଦୃଶ

Fore arm

ଅଗ୍ରବାହୁ

Fore gut

ଅଗ୍ରାନ୍ତ

Fore limb

ଅଗ୍ରପାଦ

Fore runner

ପୂର୍ବଜ

Forked tail

ଶାଖିତ ପୁଚ୍ଛ

Form

ପ୍ରକାର, ଆକାର

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App