भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Invagination

ଅନ୍ତଃସାରଣ

Inversion

ଜିନ୍‌ ବିସଂଗତି

Invertase

ଇନଭରଟେଜ୍‌

Invertebrate

ଅମେରୁଦଣ୍ଡୀ

Investing bone (membrane bone)

ବେଷ୍ଟନାସ୍ଥି

In vivo

ଜୀବେ, ଜୀବ ଗର୍ଭରେ

Invitro

ପାତ୍ରେ, ପାତ୍ର ମଧ୍ୟରେ

Involuntary muscle

ଅନୈଚ୍ଛିକ ପେଶୀ

Induction

ଘାତକରଣ, ଅନ୍ତର୍ବର୍ତ୍ତନ, ଅଧୋବର୍ତ୍ତନ

Iodopsin

ଆୟୋଡପ୍‌ସିନ୍‌

Ionic bond

ଆୟୋନିକ ବନ୍ଧ

Ion exchange

ଅୟୋନିକ୍‌ ବିନିମୟ

Ion transport

ଆୟୋନ୍‌ ଗମନ

Iris

କନୀନିକା ପରିତାରିକା

Irradiation

କିରଣନ

Irreversible

ଅନୁଉତ୍‌କ୍ରମଣୀୟ

Irritability

ଉତ୍ତେଜତ, ଉତ୍ତେଜନଶୀଳତା

Ischaemia

ସ୍ଥାନିକାରକ୍ତତା

Ischial artery

ଅସନାସ୍ଥି ଧମନୀ

Ischio cavernous

ଉତ୍‌ଥାପକ ପେଶୀ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App