भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Inducer

ବିପ୍ରେରକ

Inert

ନିଷ୍କ୍ରିୟ

Industrial melanism

ଶିଳ୍ପାଞ୍ଚଳ କୃଷ୍ଣକାୟକତା, ଔଦ୍ୟୋଗିକ କୃଷ୍ଣକାୟକତା

Inequivalve

ଅସମକପାଟୀ

Infection

ସଂକ୍ରମଣ

Inferior

ନିମ୍ନ, ଅଧଃ

Inferior umbilius

ପଶ୍ଚ ପିଚ୍ଛଛିଦ୍ର

Infilltration

ଅନ୍ତର୍ପ୍ରବେଶ

Inflammation

ଶୋଥ

Infestation

ପ୍ରସନ

Infertile

ଜନନ ଅକ୍ଷମ, ବନ୍ଧ୍ୟା

Infguluenza virus

ଇନ୍‌ଫୁଏନ୍‌ଜା ବିଷାଣୁ

Infra

ଅଧଃ

Infolding

ଅନ୍ତଃବର୍ଲନ

Infundibular

ତୂର୍ଯ୍ୟାକାର

Infundibulum

ତୂର୍ଯ୍ୟ, ତୂରୀ

Infusion

ଅନ୍ତର୍ନିଧାନ

Ingestion

ଅନ୍ତର୍ଗହଣ

Inguinal canal

ଜଙ୍ଘାନ୍ତରନାଳୀ

Inhalation

ଅନ୍ତଃଶ୍ଵସନ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App