भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Lactogenic hormone

ଦୁଗ୍‌ଧଜନକ ହରମୋନ୍‌

Lacuna

ରିକ୍ତିକା, ଫାଙ୍କ, ଶୂନ୍ୟସ୍ଥାନ

Lacunate

ରିକ୍ତିକା ମୟ

Lacunar system

ରିକ୍ତିକା ସଂସ୍ଥା

Lacotropic

ବାବାବର୍ତ୍ତୀ

Lagena

ଲେଜିନା

Lagoon

ଲ୍ୟାଗୁନ୍‌ (ସମୁଦ୍ରରୁ ସ୍ଥଳ ଭାଗକୁ ପଶିଆସିଥିବା ସରୁ ଜଳଭାଗ)

Lagoon cliff

ଲ୍ୟାଗୁନ୍‌ ଭୃଗୁ

Lagoon deposit

ଲ୍ୟାଗୁନ୍‌ ନିକ୍ଷେପ

Lagoon floor

ଲ୍ୟାଗୁନ୍‌ ମେଜିଆ, ଲ୍ୟାଗୁନ୍‌ ଚଟାଣ

Lag phase

ପଶ୍ଚାତ୍‌ ଅବସ୍ଥା, ବିଳମ୍ବ ପର୍ଯ୍ୟାୟ

Lake

ହ୍ରଦ, ଦୀର୍ଘିକା

Lake basin

ହ୍ରଦ ଅବବାହିକା, ପର୍ଯ୍ୟଙ୍କ

Lake dwellers

ହ୍ରଦବାସୀ

Lake dwelling

ହ୍ରଦବାସ

Lake shore

ହ୍ରଦତଟ

Lamarkism

ଲାମାର୍କ ବାଦ

Lamella (pL.lamellae)

ପଟ୍ଟଳିକା, ଦଳକ, ସ୍ତର

Lamellate

ପଟ୍ଟଳିକା, ପଟ୍ଟଳିକୀୟ

Lamellate gill

ପଟଳକୀୟ ଗାଲି, ସ୍ତରିତ ଗାଲି

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App