भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Large intestine

ବୃହତ୍-ଅନ୍ତ୍ର, ବୃହଦନ୍ତ୍ର

Large neurons

ବୃହତ୍-ସ୍ନାୟୁକୋଶ

Large pied horabill

ବଡ଼ ଥଣ୍ଟିଆ କୋଚିଲାଖାଇ

Larva

ଶୁକା, ଲାର୍ଭା

Larval

ଶୂକୀୟ

Larval character

ଶୂକୀୟ ଲକ୍ଷଣ

Larval form

ଶୂକୀୟ ରୂପ

Larval period

ଶୂକୀୟ ସମୟ

Larval stage

ଶୂକୀୟ ଅବସ୍ଥା

Larvicide

ଶୂକୀୟ ନାଶୀ, ଶୂକ ନାଶକ

Larvivorous

ଶୂକ ଭକ୍ଷକ, ଡ଼ିମ୍ବକହାରୀ

Larynx

ସ୍ଵର ପେଟିକା, ସ୍ଵରକ

Laryngeal

ସ୍ଵର ପେଟିକୀୟ

Laryngeal cartilage

ସ୍ଵର ପେଟିକୀୟ ତରୁଣାସ୍ଥି

Laryngeal chamber

ସ୍ଵର ପେଟିକୀୟ କକ୍ଷ

Laryngo-tracheal chamber

ସ୍ଵର-ଶ୍ଵାସନଳୀ କକ୍ଷ

Lashing movement

କଷାଘାତୀ ଗତି

Lasso cell

କ୍ଷେପକ କୋଷ

Latebra

ଶ୍ଵେତକ କନ୍ଦ, ଲାଟେବ୍ରା

Latent infection

ଗୁପ୍ତ ସଂକ୍ରମଣ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App