भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Macrozooid

ଗୁରୁଜୀବକ

Macula

ମାକୁଲା, କଳାଯାଇ

Macula-lutea

ପୀତ ବିନ୍ଦୁ

Macula neglecta

ଉପେକ୍ଷିତ ସ୍ଥଳ

Macula statica

ସନ୍ତୁଳନ ସ୍ଥଳ

Madrepora

ମାଡ଼୍ରିପୋରା

Madrepore

ପ୍ରରନ୍ଧ୍ର

Madreporian coral

ପ୍ରରନ୍ଧ୍ରୀ ପ୍ରବାଳ

Madreporic canal

ପ୍ରରନ୍ଧ୍ରୀ ନାଳ

Madreporic ampulla

ପ୍ରରନ୍ଧ୍ରୀ ତୁମ୍ବିକା

Madreporic vesicle

ପ୍ରରନ୍ଧ୍ରୀ ଆଶୟ

Madreporite

ପ୍ରରନ୍ଧ୍ରକ, ରନ୍ଧ୍ର ପ୍ରସ୍ତରିକା ନାଳୀ

Madreporic body

ପ୍ରରନ୍ଧ୍ରୀକାୟ

Madreporitic ampulla

ପ୍ରରନ୍ଧ୍ରୀ ତୁମ୍ବିକା

Maggot

ମକ୍ଷୀକା ଶୂଳ, ଅପାଦକ

Magnum

ସ୍ଫୀତିକା, ମହାମଣିବନ୍ଧ

Main lobe

ପ୍ରଧାନ ପାଳି

Major levator

ମହାଉନ୍ନୟନୀ

Malacology

ଶୁକ୍ତି ବିଜ୍ଞାନ

Malacostraca

ମୃଦୁପୃଷ୍ଠବର୍ମୀ, କୋମଳ ପୃଷ୍ଠ କବଚ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App