भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Mandibular arotic arch

ଚିବୁକ ମହାଧମନୀ ଚାପ

Mandibular barbel

ଚିବୁକୀୟ ସ୍ପର୍ଶ, ପ୍ରବର୍ଦ୍ଧ

Mandibular foot

ଚିବୁକୀୟ ପଦ

Mandibular foramen

ଚିବୁକାସ୍ଥି ରନ୍ଧ୍ର

Mandibular gland

ଚିବୁକ ଗ୍ରନ୍ଥି

Mandibular groove

ଚିବୁକୀୟ ଖାଞ୍ଚ

Mandibular nerve

ଚିବୁକ ତନ୍ତ୍ରିକା

Mandibular sternum

ଚିବୁକୀୟ ଅଧରକ

Mandibular teeth

ଚିବୁକ ଦନ୍ତ

Mandibular palp

ଚିବୁକୀୟ ସ୍ପର୍ଶୀକା

Mandibulate

ଚିବୁକୀ

Mane

କେଶର

Mantle

ପ୍ରାବରଣୀ

Mantle cavity

ପ୍ରାବରଣୀ ଗହ୍ଵର

Mantle fold

ପ୍ରାବରଣୀ କୁଞ୍ଚ, ପ୍ରାବରଣୀ ଭାଙ୍ଗ

Mantle groove

ପ୍ରାବରଣୀ ଖାଞ୍ଚ

Mantle lobe

ପ୍ରାବରଣୀ ପାଳି

Manual digit

ହସ୍ତ-ଆଙ୍ଗୁଳି

Manubrium

ହସ୍ତକ, ଅଧୋମୁଖ, ଉରୋସ୍ଥି

Manus

କରାଗ୍ର, ହସ୍ତ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App