भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Nasobuccal hypophysial

ନାସା ପୀୟୁଷଗ୍ରନ୍ଥି

Nasobuccal lacrymal gland

ନାସାଶ୍ରୁ ଗ୍ରନ୍ଥି ନାଳୀ

Nasobuccal palatine opening

ନାସା ତାଲବ୍ୟ ଦ୍ଵାର

Nasobuccal pharyngeal cavity

ନାସା ଗ୍ରସନୀ ଗୁହା

Nasute soldier

ତୁଣ୍ଡ ସୈନିକ

Natal

ଜନ୍ମ, ପ୍ରସବ

Natal down

ଶାବପିଚ୍ଛ

Natality

ଜନ୍ମହାର

Natatarial

ତରଣାର୍ଥ, ସନ୍ତରଣ ଧର୍ମୀ, ସନ୍ତରଣାତ୍ମକ

Natafoot

ତରଣାର୍ଥ ପାଦ

Natatory

ସନ୍ତରକ, ତରଣିକ, ସନ୍ତରଣଶୀଳ

National bird

ଜାତୀୟ ପକ୍ଷୀ

National park

ଜାତୀୟ ଉଦ୍ୟାନ

Natterjack

ଧାବୀ ଭେକ

National museum

ଜାତୀୟ ସଂଗ୍ରହାଳୟ

Natural

ପ୍ରାକୃତିକ, ସ୍ଵାଭାବିକ

Natural history

ପ୍ରାକୃତିକ ବୃତ୍ତାନ୍ତ

Natural selection

ପ୍ରାକୃତିକ ଉଦ୍‌ବରଣ

Naturalist

ପ୍ରାକୃତିବିତ୍‌

Nature

ପ୍ରାକୃତି, ସ୍ଵଭାବ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App