भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Neural arch

ସ୍ନାୟବୀୟ ଖିଲାଣ

Neural canal

ସ୍ନାୟବୀୟ ନାଳୀ

Neural crest

ସ୍ନାୟୁ ଶିଖର, ସ୍ନାୟବୀୟ ଶିଖର

Neural column

ସ୍ନାୟବୀୟ ସ୍ତମ୍ଭ

Neural groove

ସ୍ନାୟବୀୟ ଖାଞ୍ଚ

Neural fold

ସ୍ନାୟବୀୟ ଭାଙ୍ଗ

Neural inhibition

ସ୍ନାୟବୀୟ ସଂଦମନ

Neural plate

ସ୍ନାୟବୀୟ ଫଳକ

Neural region

ସ୍ନାୟବୀୟ କ୍ଷେତ୍ର

Neural spine

ସ୍ନାୟବୀୟ କଣ୍ଟକ

Neuration

ସ୍ନାୟୁ ବିନ୍ୟାସ

Neuro-enteron

ସ୍ନାୟୁ ଅନ୍ତ ପ୍ରଣାଳୀ

Neurolemma

ସ୍ନାୟୁ ପଟଳ

Neurocoel

କେନ୍ଦ୍ରୀୟ ସ୍ନାୟୁ ଗହ୍ଵର

Neuro – cranium

ସ୍ନାୟୁ କରୋଟି

Neuro-fibril

ସ୍ନାୟୁତନ୍ତୁକ

Neuroglia

ସ୍ନାୟୁ ଗୁଚ୍ଛ

Neuromast organ

ସ୍ନାୟବୀୟ ସଂବେଦନ ଅଙ୍ଗ

Neurocyte, neuron, neurone

ସ୍ନାୟୁକୋଶ

Neurology

ସ୍ନାୟୁ ବିଜ୍ଞାନ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App