भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Oligopod embryo

ଅଳ୍ପପାଦ ଭ୍ରୁଣ

Oligopod larva

ଅଳ୍ପପାଦ ଡ଼ିମ୍ବକ

Oligopod phase

ଅଳ୍ପପାଦ ପ୍ରବସ୍ଥା

Oligoporous plate

ଅଳ୍ପରନ୍ଧ୍ର ପଟ୍ଟିକା

Oligosaprobe

ଅଳ୍ପମୃତୋପଜୀବୀ

Oligotokous

ଅଳ୍ପପ୍ରଜକ

Oligotrophic

ଅଳ୍ପପୋଷୀ

Olivary body

ବର୍ତ୍ତୁଳିକା ପିଣ୍ଡ

Oral inoculation

ମୁଖ ନିବେଶନ

Oral orfice

ମୁଖଛିଦ୍ର

Oral lobe

ମୁଖପାଲି

Oral pouch

ମୁଖକୋଷ୍ଠ

Oral ring

ମୁଖବଳୟ

Oral siphon

ମୁଖ ସାଇଫନ

Oral sucker

ମୁଖ ଚୂଷକ

Oral tentacle

ମୁଖୀୟ ସ୍ପର୍ଶକ

Orbital gland

ନେତ୍ରକୋଟର ଗ୍ରନ୍ଥି

Organisonic concept

ଜୈବିକ ସଂକଳ୍ପତା

Organizational inefficiency

ସଂଗଠନ ଅପାରଗତା

Organizational objective

ସଂଗଠନ ଉଦ୍ଦେଶ୍ୟ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App