भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Oesophageal pouch

ନିଗଳ କୋଷ୍ଠ

Oestrus

ସ୍ତ୍ରୀ କାମୋନ୍ମତତା

Oestrus cycle

ସ୍ତ୍ରୀ କାମୋନ୍ମତ ଚକ୍ର, ମଦଚକ୍ର

Offspring

ଅପତ୍ୟ, ସନ୍ତାନ ସନ୍ତତି

Oil beetle

ତୈଳଭୃଙ୍ଗ

Oil gland (=preen gland)

ତୈଳ ଗ୍ରନ୍ଥି

Oil globule

ତୈଳ ଗୋଲକ

Oil immersion

ତୈଳ ନିମଜ୍ଜନ

Olecranon fossa

କଫୋଣିଖାତ, କଫୋଣି ଗର୍ତ୍ତ

Olecranon process

କଫୋଣି ପ୍ରବର୍ଦ୍ଧ

Olfaction

ଘ୍ରାଣକୀୟ, ଘ୍ରାଣବୋଧ

Olfactory

ଘ୍ରାଣ ଗ୍ରାହୀ, ଗନ୍ଧ ଗ୍ରାହୀ

Olfactory capsule

ଘ୍ରାଣ ସଂପୁଟ

Olfactory lobe

ଘ୍ରାଣ ପାଳି

Olfactory nerve

ଘ୍ରାଣ ସ୍ନାୟୁ

Olfactory peduncle

ଘ୍ରାଣ ବୃନ୍ତ

Olfactory pit

ଘ୍ରାଣ ଗର୍ତ୍ତ

Oligocene

ସ୍ଵଳ୍ପ ନୂତନ, ଅଲିଗୋସିନ କଳ୍ପ

Oligogene

ଅଳ୍ପ ଜୀନ୍‌

Oligogene haline

ଅଳ୍ପଲବଣୀୟ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App