भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Operculum

ଗାଲି ଆବରଣ, ପିଧାନକ

Opercular bone

ପ୍ରନ୍ଥ ଦାସ୍ଥି

Opercular chamber

ପ୍ରଚ୍ଛଦ କୋଷ୍ଠ

Opercular muscle

ପ୍ରଚ୍ଛଦ ପେଶୀ

Operon

ଅପେରନ୍‌

Ophisthocoelus

ପର୍ଣ୍ଣ ଗର୍ତ୍ତୀ

Ophisthoglossal

ପଶ୍ଚ ପ୍ରସାରୀ ଜିହ୍ଵା ବିଶିଷ୍ଟ

Ophisthonephrous

ଉତ୍ତର ବୃକକ୍‌

Ophisthognathus

ପଶ୍ଚ ପ୍ରସାରୀ ମୁଖ ବିଶିଷ୍ଟ, ପଶ୍ଚହନୁଶୀର୍ଷ

Ophisthobranch

ଅନୁକ୍ଳୋମ

Ophisthosoma

ପଶୁ ଶରୀର ଗଣ୍ଡି

Ophistogoneate

ପଶ୍ଚ ପ୍ରତନୀକ୍‌, ଅନୁଜନିକ

Opthalmic artery

ନେତ୍ର ଧମନୀ

Opthalmic nerve

ନେତ୍ର ସ୍ନାୟୁ

Optic

ନେତ୍ର ଦୃକ୍‌

Optic chiasma

ନେତ୍ର କାଏସମା

Optic capsule

ଦୃଷ୍ଟି ସମ୍ପୁଟ, ବ୍ୟାତ୍ୟାସ

Optic lobe

ଦୃଷ୍ଟି ମସ୍ତିଷ୍କ ପାଳି, ଦୃକ୍‌ ପାଳି

Optic nerve

ଦୃଷ୍ଟି ସ୍ନାୟୁ, ଦୃକ୍‌ ସ୍ନାୟୁ

Optic organelle

ଦୃକ୍‌ ଅଙ୍ଗିକା, ଦୃଷ୍ଟି ଅଙ୍ଗିକା

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App