भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Optic stalk

ଦୃକ୍‌ ବୃନ୍ତ, ନେତ୍ର ବୃନ୍ତ

Optic thalamus

ଦୃକ୍‌ ଚେତକ, ଦୃକ୍‌ ଥାଲାମସ୍‌

Oral

ମୌଖିକ, ମୁଖୀୟ

Oral aperture

ମୁଖ ଛିଦ୍ର

Oral appendage

ମୁଖୀୟ ଉପାଙ୍ଗ

Oral cavity

ମୁଖ କୋଟର

Oral cone

ମୁଖ ଶଙ୍କୁ

Oral groove

ମୁଖ ଖାଞ୍ଚ

Oral hood

ମୁଖ ଚ୍ଛଦ

Oral papilla

ମୁଖ ପିପ୍ପଳ

Oral secretion

ମୁଖ କ୍ଷରଣ

Orbit

ଚକ୍ଷୁ କୋଟର, ନେତ୍ର କୋଟର

Orbital

ଚକ୍ଷୁ କୋଟରୀୟ

Orbital process

ନେତ୍ର କୋଟର ପ୍ରବର୍ଦ୍ଧ

Order

ବର୍ଗ, କ୍ରମ

Organ

ଅଙ୍ଗ, ଯନ୍ତ୍ର

Organ of Bajanus

ବୋଜାନସ ଅଙ୍ଗ

Organ of corti

କର୍‌ଟି ଅଙ୍ଗ

Organogenesis

ଅଙ୍ଗ ବିକାଶ

Organogeny

ଅଙ୍ଗ ଭବନ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App