भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Organelle

ଅଙ୍ଗିକା, ଅଙ୍ଗକ, କୋଶିକାଂଗ

Oriental realm

ପ୍ରାଚ୍ୟ ପରିମଣ୍ଡଳ

Organic

ଜୈବ

Organic evolution

ଜୈବ ବିବର୍ତ୍ତନ

Organic matter

ଜୈବ ବସ୍ତୁ

Organisation

ସଂଗଠନ

Organiser

ସଂଗଠକ

Organism

ଜୀବ

Orientation

ଦିକ୍‌ ବିନ୍ୟାସ, ଅଭି ବିନ୍ୟାସ

Orientation beheaviour

ଅଭିବିନ୍ୟାସ ବ୍ୟବହାର

Origin

ଉତ୍ପତ୍ତି

Origin of species

ଜାତି ଉଦ୍ଭବ

Ornithology

ପକ୍ଷୀ ବିଜ୍ଞାନ

Orthogenesis

ନିୟତ ବିକାଶ

Osinnominatum (oscoxae)

ଅର୍ଦ୍ଧ କଟିମେଖଳା

Oscoccygis (urostyle)

ଅନୁତ୍ରିକାସ୍ଥି

Osculum

ଅସକୁଲମ୍‌

Osmoreceptor

ପରାସରଣ ଗ୍ରାହୀ

Osmoregulation

ପରାସରଣ ନିୟନ୍ତ୍ରଣ

Osmosis

ପରାସରଣ, ଅସ୍‌ମୋସିସ୍‌

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App