भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Osphradium

ଜଳେକ୍ଷିକା

Osseous tissue

ଅସ୍ଥି ଟିସୁ

Ossicle

ଅସ୍ଥିକା

Ossification

ଅସ୍ଥିଭବନ

Osteoblast

ଅସ୍ଥିକୋଷକ

Osteoclast

ଅସ୍ଥିଶୋଷକ

Osteocyte

ଅସ୍ଥି କୋଶ

Osteolysis

ଅସ୍ଥି ଲୟନ

Osteoporosis

ଏକ ପରକାର ଅସ୍ଥିରୋଗ (କ୍ୟାଲସିଅମ୍‌ ଅଭାବରୁ) ଅଷ୍ଠିଓ ପୋରୋସିସ୍‌, ଅସ୍ଥି ସୁଶୀରତା

Ostium

ଅସ୍ୟ, ଅଷ୍ଟି ଅମ୍‌

Otic capsule

ଶ୍ରବଣ ସଂପୁଟ, କର୍ଣ୍ଣ ସଂପୁଟ

Otic vesicle

କର୍ଣ୍ଣ ଆଶୟ

Otolith

କର୍ଣ୍ଣ କଙ୍କର

Out breeding (out crossing)

ବହିଃ ପ୍ରଜନନ

Outer

ବାହ୍ୟ, ବହିଃ

Outer ear

ବହିଃ କର୍ଣ୍ଣ

Outer feeler

ବହିଃ ସ୍ଵର୍ଶାଙ୍ଗ

Ova

ଡିମ୍ବାଣୁ

Oval

ଅଣ୍ଡାକାର

Ovarian

ଡିମ୍ବାଶୟୀ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App