भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Paragnath

ହନୁ ପାର୍ଶ୍ଵିକା

Paramitosis

ପରା ସମ ବିଭାଜନ

Paramorph

ପରାକୃତି

Paramoecium

ପାରମୋସିଅମ୍‌

Paranucleus

ପରାନ୍ୟଷ୍ଟୀ, ଅଣୁନ୍ୟଷ୍ଟୀ

Paraphysis

ପରାବର୍ଦ୍ଧ

Para-occipital process

ପରାଗ୍ରାସିକା ସଂଯୋଜୀ

Parapodium (Rl.parapodia)

ପାର୍ଶ୍ଵପଦ

Parapophysis

ପାର୍ଶ୍ଵ ବର୍ଦ୍ଧକ

Parapsid

ଦ୍ଵିଚ୍ଛିଦ୍ର କରୋଟି

Paraquadrate

ପାର୍ଶ୍ଵ ଚତୁଷ୍କ

Parasematic

ବ୍ୟାଜ

Parasexual

ପରାଲୈଙ୍ଗିକ

Parasite

ପରଜୀବୀ

Parasitic adaptation

ପରଜୀବୀୟ ଉପଯୋନ, ପରଜୀବୀୟ ଅନୁକୂଳନ

Parasitism

ପରଜୀବତା

Parasitology

ପରଜୀବୀ ବିଜ୍ଞାନ

Parasphenoid (bone)

ପରାକିଳକାସ୍ଥି

Parathyroid (gland)

ପରାଗଳ ଗ୍ରନ୍ଥି

Paratype

ସମଗ୍ରରୂପ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App