भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Reverse transcriptase

ପ୍ରତ୍ୟାବର୍ତ୍ତୀ ଟ୍ରାନ୍‌କ୍ରିପ୍‌ଟେଜ୍‌

Retrovirus

ପଶ୍ଚ ବିଷାଣୁ, ରେଟ୍ରୋଭାଇରସ୍‌

Rho factor

ରୋ’ କାରକ

Rhodopsin

ରୋଡୋପ୍‌ସିନ୍‌

Rhinovirus

ନାସା ବିଷାଣୁ

Recombinaut DNA

ପୁନର୍ଯୋଜନୀ ଡ଼ି.ଏନ୍‌.ଏ

Regulatory gene

ନିୟାମକ ଜୀନ

Regulatory protein

ନିୟାମକ ପ୍ରୋଟିନ୍‌

Repetitive DNA

ପୁନରାବର୍ତ୍ତୀ ଡ଼ି.ଏନ୍‌.ଏ

RNA primer

ଉପକ୍ରାମକ ଆର.ଏନ୍‌.ଏ, ଆର.ଏନ୍‌.ଏ ପ୍ରାଇମର

Redicular cirrus

ମୂଳାଙ୍କୁରୀୟ କୁରଳ

Radiosa

ଅରପାଦାଭ

Radiotherapy

ବିକିରଣ ଚିକିତ୍ସା

Rainbow sardine

ଥୋଣ୍ଡନ ଟୋକୀ (ଏକ ପ୍ରକାର ମାଛ)

Ram

ମେଣ୍ଢା

Ramate

ଶାଖାଯୁକ୍ତ

Ramicole

ଶାଖାବାସୀ

Ramus lateralis

ପାର୍ଶ୍ଵଶାଖା

Range of species

ଜାତି ପରିସର

Rapid water fishes

ଦୃତସରିତ ମତ୍ସ୍ୟ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App