भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Radiale

ମଣିବନ୍ଧାସ୍ଥ

Radiation

ବିକିରଣ

Radiating canal

ବିକିରଣ ନାଳ

Radiating fibril

ଅରୀୟ ତନ୍ତୁକ

Radii

ଅରରେଖା

Radicivorous

ମୂଳାହାରୀ

Radicolous

ମୂଳବାସୀ

Radio ulna

ଅନ୍ତଃ-ବହିଃ-ପ୍ରକୋଷ୍ଠ ଦ୍ଵୟୀ

Radio biology

ବିକିରଣ ଜୈବିକୀ

Radius

ବହିଃ ପ୍ରକୋଷ୍ଠାସ୍ଥି, ରେଡିଅସ୍‌

Radio ulnar joint

ଅନ୍ତରା ପ୍ରକୋଷ୍ଠିକା ଗଣ୍ଠି

Radix aorta

ମହାଧମନୀମୂଳ

Radula

ରେଡୁଲା, ଗୁହାବତ୍‌ ଜୀବ, ରେତିଜିହ୍ଵା

Ramus

ଶାଖା

Radular sac

ରେତିଜିହ୍ଵାକୋଷ

Raft

ଭେଳା, କାତଭେଳା

Random combination

ଯାଦୃଚ୍ଛିକ ମିଳନ

Raniform

ଶାଖାକୃତି

Ramification

ବହୁଶାଖାନ

Ramiform

ଶାଖାରୂପ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App