भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Recon unit

ପୁନରାଣୁ ଏକକୁ

Rectal

ମଳାଶୟୀ

Rectal caecum

ମଳାଶୟ ଅନ୍ଧନାଳ

Rectal commissure

ମଳାଶୟ ସନ୍ଧାୟୀ

Rectal cuticel

ମଳାଶୟୀ ଉପତ୍ଵଚା

Rectal gill

ମଳାଶୟୀ କ୍ଳୋମ

Rectal gland

ମଳାଶୟ ଗ୍ରନ୍ଥି

Rectal muscle

ମଳାଶୟ ପେଷୀ

Rectal papilla

ମଳାଶୟ ପିପ୍ପଳ

Rectal pouch

ମଳାଶୟ କୋଷ୍ଠ

Rectal sac

ମଳାଶୟ ଥଳି

Rectal sinus

ମଳାଶୟ କୋଟର

Rectal tube

ମଳାଶୟ ନଳିକା

Rectal valve

ମଳାଶୟ କପାଟ

Recurrent lobe

ପୁନରାବୃତ୍ତି ପାଳି

Recycling

ପୁନଚକ୍ର

Red ant

ନାଲି ପିମ୍ପୁଡ଼ି

Redblood corpuscle

ଲୋହିତ ରକ୍ତ କଣିକା

Red eye

ଅରୁଣାକ୍ଷ

Redgreen colour blindness

ଲାଲସବୁଜ ବର୍ଣ୍ଣାନ୍ଧତା

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App