भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Reduction

ଲଘୁକରଣ, ଉପଚୟନ

Reduction division

ନ୍ୟୁନକାରୀ ବିଭାଜନ (ଅର୍ଦ୍ଧବିଭାଜନ)

Reef

ପ୍ରବାଳ ପ୍ରାଚୀର, ଅନ୍ତଘୂର୍ମନ, ଶୈଳଭିତ୍ତି

Reef building coral

ଭିତ୍ତିକାରୀ ପ୍ରବାଳ

Refection (autocoprophagy)

ସ୍ଵବିଷ୍ଠାଶନ

Reflex

ପ୍ରତିବର୍ତ୍ତୀ

Reflex action

ପ୍ରତିବର୍ତ୍ତୀ କ୍ରିୟା

Reflex arc

ପ୍ରତିକ୍ଷେପ ଚାପ

Reflex behaviour

ପ୍ରତିବର୍ତ୍ତୀ ବ୍ୟବହାର

Reflex stimulation

ପ୍ରତିବର୍ତ୍ତୀ ଉଦ୍ଦୀପନ

Regeneration

ପୁନରୁଦ୍‌ଭବନ, ପୁନରୁତ୍ପତ୍ତି, ପୁନରାବୃତ୍ତି

Regenerative cell

ପୁନରୁଦ୍‌ପାଦକ କୋଶ

Regression

ସମାକ୍ଷୟଣ

Regressive evalution

ପ୍ରତିକ୍ରୋମୀ ବିକାଶ

Regressive metamorphosis

ପ୍ରତିକ୍ରାମୀ କାୟାନ୍ତରଣ

Regular

ସମନିୟମିତ

Regurgitaion

ଉଦ୍‌ଗଳନ, ରୋମନ୍ଥନ

Reimprignated

ପୁନଃ ସଂଶୋଚିତ

Reinfection

ପୁନଃ ସଂକ୍ରମିତ

Reinfestation

ପୁନର୍ଗ୍ରସନ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App