भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Reinoculation

ପୁନସଂରପଣ

Reissners membrane

ରାଇସୋନାର ଝିଲ୍ଲୀ

Rejuvenation (rejuvenance)

ପୁନଃ ଯୌବନ

Relationship

ଜ୍ଞାତକା, କୁଟୁମ୍ବିକା

Relaxation

ଶିଥିଳନ

Release phase

ମୋଚନ ପ୍ରାବସ୍ଥା

Releasing stimulus

ମୋଚନ ଉଦ୍ଦୀପନ

Relic

ଅବଶେଷ

Relict

ଅବଶିଷ୍ଟ

Relict species

ଅବଶିଷ୍ଟ ଜାତ

Remiges (remix)

ପକ୍ଷପିଚ୍ଛ

Remnant

ଅବଶିଷ୍ଟ

Remote sensing

ସୂଦୂର ପର୍ଯ୍ୟବେକ୍ଷଣ, ସୂଦୂର ସଂବେଦ

Remotor

ଆକୁଂଚନ ପେଶୀ, ପ୍ରତ୍ୟାବର୍ତ୍ତନୀ

Renal artery

ବୃକ୍‌କୀୟ ଧମନୀ

Renal cavity

ବୃକ୍କ ଗହ୍ଵର

Renal corpuscle

ବୃକ୍କ କଣିକା

Renal portal system

ବୃକ୍‌କ ପରିବାହୀ ସଂସ୍ଥା

Renal sac

ବୃକ୍କୀୟ ମୁଣି

Renal sinus

ବୃକ୍କୀୟ କୋଟର

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App