भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Siderophil

ଲୋହରାଗୀ

Siliceous spicule

ବାଲୁକା ପଥରମୟ କଣ୍ଟିକା

Silurian period

ସିଲ୍ୟୁରିଆନ୍‌ କଳ୍ପ

Simplex virus

ସରଳ ବିଷାଣୁ

Skate

ଶାଂକୁଚ ମାଛ

Skink

ମରୁଗୋଧି

Skipper

ପ୍ଳୁତକ

Skototaxis (=skototaxis)

ତମୋନୁଚଳନ

Smooth muscle

ଚିକଣ ପେଷୀ

Snake headed fish

ସାପମୁଣ୍ଡିଆ ମାଛ (ଶେଉଳ ଜାତୀୟ)

Snake venom

ସର୍ପବିଷ

Soaring

ବିଡ଼ୟନ

Sociobiology

ସାମାଜିକ ଜୀବବିଜ୍ଞାନ

Soft coral

ମୃଦୁ ପ୍ରବାଳ

Solenial network

ପ୍ରଣାଳିକାଜାଲକ

Solitary coral

ଏକକୀ ପ୍ରବାଳ

Soluble

ବିଲେୟ, ମିତଳ‌ଇଯିବା

Somatic

କାୟିକ

Somatoblast

କାୟକକୋରକ

Somatocoel

କାୟକଗୁହିକା

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App