भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Secondary lamella

ଉପପଟଳ

Secondary growth

ଦ୍ଵିତୀୟକ ବୃଦ୍ଧି

Secondary host

ଗୌଣ ପରିପୋଷୀ

Secondary ployp

ଦ୍ଵିତୀୟକ ପଲିପ୍‌

Secondary sex

ଦ୍ଵିତୀୟକ ଲିଙ୍ଗ

Secondary spermatocyte

ଦ୍ଵିତୀୟକ ଶୁକ୍ରାଣୁ କୌଷିକା

Secondary sexual character

ଗୌଣ ଲିଙ୍ଗୀୟ ଲକ୍ଷଣ, ଆନୁସଙ୍ଗିକ ଲିଙ୍ଗୀ ଲକ୍ଷଣ

Secreting gland

ସ୍ରାବୀଗ୍ରନ୍ଥି

Secretory duct

ସ୍ରାବୀ ବାହିନୀ

Secretory tissue

ସ୍ରାବୀ ତନ୍ତୁ

Section

ଛେତନ

Secondary infection

ଦ୍ଵିତୀୟକ ସଂକ୍ରମଣ

Secondary cycle

ଦ୍ଵିତୀୟକ ଚକ୍ର

Secretion

ସ୍ରାବ

Secretion external

ବହିଃସ୍ରାବ

Secretion internal

ଅନ୍ତଃସ୍ରାବ

Secretion gastric

ଜଠର ସ୍ରାବ, ଜଠର ସ୍ରାବୀ

Sedentary

ନିଶ୍ଚଳ, ଅନୂଢ଼

Sedentary animals

ନିଶ୍ଚଳ ପ୍ରାଣୀ

Sedentary bentho

ନିଶ୍ଚଳ ନିତଳ ଜୀବ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App