भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Tentacular bulb

କର୍ଶିକା କନ୍ଦ

Tentacular canal

କର୍ଶିକା ନାଳୀ

Tentacular eye

କର୍ଶିକା ନେତ୍ର

Tentaculiform

କର୍ଶିକା ରୂପ

Tentaculocyte

କର୍ଶିକା ପୁଟୀ

Tentaculoid

କର୍ଶିକାଉ, ସ୍ପର୍ଶକାଉ

Tentillum

କର୍ଶିକା ଶାଖା

Tentorial arm

ଛଦି ଶାଖା

Tentorial nerve

ଛଦି ସ୍ନାୟୁ

Tentorial pit

ମସ୍ତିଷ୍କଛଦି ଗର୍ତ୍ତ

Tentorium

ମସ୍ତିଷ୍କଛଦି

Teratological

ବିରୂପାତ୍ମକ

Teratological form

ବିରୂପ

Teratology

ବୈରୂପିକୀ

Tergal artiulation

ପୃଷ୍ଠକୀୟ ସନ୍ଧି

Tergal shield

ପୃଷ୍ଠକ ଢ଼ାଲ

Terminal body

ଅନ୍ତକାୟ

Terminal ganglionic mass

ଅନ୍ତସ୍ଥଗୁଚ୍ଛିକ ସଂହତି

Terminalia

ଉପାନ୍ତକ

Termilisation

ଉପାନ୍ତୀଭବନ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App