भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Tonsil

ଘଣ୍ଟିକା, ଗଳତୁଣ୍ଡିକା

Tonus

ଟନନ

Tooth

ଦାନ୍ତ

Tooth formula

ଦନ୍ତସୂତ୍ର

Tooth canine

ଛେଦକ ଦନ୍ତ

Tooth incisor

କୂଟକ ଦନ୍ତ

Tooth molar

ପେଶଣ ଦନ୍ତ

Tooth premolar

ଚର୍ବଣ ଦନ୍ତ

Toothless

ଦନ୍ତହୀନ

Topological

ସଂସ୍ଥିତିକ

Topotaxis

ସ୍ଥଳାନୁଚରଣ

Topotype

ପ୍ରରୂପ

Toponym

ସ୍ଥାନ ନାମ

Tormogen cell

ଅବଟ ଜନକୋଶ

Tornaria larva

ଟରନାରିଆ ଡ଼ିମ୍ବକ

Torsion

ବିମୋଟନ

Total metabolism

ପୂର୍ଣ୍ଣ ଚୟାପଚୟ, ପୂର୍ଣ୍ଣବିପାକ

Total parasite

ପୂର୍ଣ୍ଣ ପରଜୀବୀ

Totipotent

ପୂର୍ଣ୍ଣଶକ୍ତ

Toxic

କଶାକ୍ତ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App