भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Visual stimulus

ଦୃଶ୍ୟ ଉଦ୍ଦୀପନ

Visual tract

ଦୃଷ୍ଟି ପଥ

Vital stain

ଜୀବନ ରଂଜନ

Vitality

ଜୀବନୀ ଶକ୍ତି

Vitamin

ଖାଦ୍ୟପ୍ରାଣ, ଜୀବନିକା

Vittelerium

ବିମ୍ବାଶୟ ପୁଷ୍ଟିକା

Vitteline

ପୀତକୀ

Vitteline gland

ପୀତକ ଗ୍ରନ୍ଥି

Vitteline membrane

ପୀତକ ଝିଲ୍ଲୀ

Vitteline duct

ପୀତକ ନାଳୀ

Vitteline reservoir

ପୀତକାଶୟ

Vittelocyte

ପୀତକାଣୁ

Vitreous

କାଚସମ, କାଚାଭ

Vitreous body

କାଚାଭ କାୟା

Vitreous chamber

କାଚାଭ ଦ୍ରବ୍ୟପକ୍ଷ

Vitreous humor

କାଚାଭ ନେତ୍ରରସ

Viviparity=(vivipary)

ଶାବକ ପ୍ରସବିତା, ଜରାୟୁଜତା

Viviparous

ଶାବକ ପ୍ରସବୀ

Vocal cord

ସ୍ଵରତନ୍ତୀ, ବାକ୍‌ ତନ୍ତୁ

Vocal sac

ବାକ୍‌ ଥଳୀ, ସ୍ଵରଥଳୀ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App