भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Vocal muscle

ସ୍ଵର ପେଶୀ

Volant adoptation

ଉଡ୍ଡୟନ ଅନୁକୂଳନ

Volatile oil

ବାଷ୍ପଶୀଳ ତୈଳ

Vole

ଛୋଟ ମୂଷାଜାତୀୟ ପ୍ରାଣୀ ବିଶେଷ

Voltine

ବର୍ଷପ୍ରଜ

Voltiaism

ବର୍ଷପ୍ରଜତା

Voluntary action

ଐଚ୍ଛିକ କ୍ରିୟା

Voluntary muscle

ଐଚ୍ଛିକ ପେଶୀ

Voluent

ସର୍ପିଳ ଦଂଶକ, ପରିବେଷ୍ଟି

Vomer

ସୀରିକା, ନାସାଫାଳାସ୍ଥି

Vomerine

ସୀରିକ

Vomerine teeth

ସୀରିକ ଦନ୍ତ

Vomeronasal organ

ସିରିକାନାସା ଅଙ୍ଗ

Vulture

ଶାଗଣା

Vulva

ଭଗ, ଯୋନିମୁଖ

Vulval cone

ଭଗ ଶଂକୁ

Vulval flap

ଭଗ ପଲ୍ଲବ

Vulval pad

ଭଗ ତଳ୍ପ

Vulviform

ଭଗରୂପ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App