भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Valvular apparatus

କପାଟିକା ସମୁଚ୍ଚୟ

Valvular pedicellaria

କପାଟିକାକର ବୃନ୍ତପଦ

Valvula

ପ୍ରକଠକ

Vampire

ରକ୍ତଜତକୁ, ପିଶାଚ

Vanadocyte

ଭେନେଡ଼ିୟମ କୋଷ

Vane

ପିଚ୍ଛ-ଫଳକ, ପଂଖୁଡ଼ୀ

Vanellus indicus

ଟିଟୀରୀ

Vanillism

ବେନେଲିକା

Vanishing man concept

ମାନବଲୋପୀ ସଂକଳ୍ପନା

Vannus

ପଂଖାଭିକ

V-antigen

ଭି-ପ୍ରତିଜନ

Vapourriser

ବାଷ୍ପିତ୍ର, ବାଷ୍ପରେ ପରିଣତ କରେ ଯେ

Vapourization

ବାଷ୍ପନ

Varanus

ଭାରାନସ୍‌

Variability

ପରିବର୍ତ୍ତନଶୀଳତା

Variable pharynx

ପରିବର୍ତ୍ତୀୟ ଗ୍ରାସନୀ

Variation

ପ୍ରଭେଦନ, ପରିବର୍ତ୍ତନା, ବିଭିନ୍ନତା

Variation continuous

ଅବିଚ୍ଛନ୍ନ ପ୍ରଭେଦନ

Variation fluctuating

ଅସ୍ଥିର ପ୍ରଭେଦନ

Variation trivial

ନଗନ୍ୟ ପ୍ରଭେଦନ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App