भारतारि रावजों गियान लानाय

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Ventor

ଉଦରକ, ତୁନ୍ଦକ

Ventilating current

ସମ୍ବାତନଧାରା

Ventilation

ସମ୍ବାତନ

Ventrad

ଅଧରୋନ୍ମୁଖ

Ventral

ଅଧର, ଅଭ୍ୟକ୍ଷ, ଅଭ୍ୟୁଦର

Ventral abdominal artery

ଅଧର ଉଦରୀୟ ଧମନୀ

Ventral blood nessel

କୁକ୍ଷୀୟ ରକ୍ତ ବାହିନୀ

Ventral abductors

ଅଧରୀୟ ଅପବର୍ତ୍ତନୀ

Ventral aorta

ଅଧରୋ ମହାଧମନୀ

Ventral aortic root

ଅଧର ମହାଧମନୀ ମୂଳ

Ventral basal muscle

ଅଧର ଆଧାରୀ ପେଶୀ

Ventral cephalic gland

ଅଧର ଶିରସ୍ୟଗ୍ରନ୍ଥି

Ventral cephalic vessel

ଅଧରୀୟ ଶିରସ୍ୟ ବାହିକା

Ventral cirrus

ଅଧରକୁରଳ

Ventral commorissure

ଅଧର

Ventral diaphragm

ଅଧରୀୟ ମଧ୍ୟପଟ୍ଟ

Ventral disc

ଅଧରବିମ୍ବ

Ventral fin

ଅଧର ପକ୍ଷ, ଅଧର ବାଜ

Ventral fissure

ଅଧର ବିଦର

Ventral flexor

ଅଧର ଆକୋଚନୀ

Search Dictionaries

Loading Results

Follow Us :   
  भारतभाणी एपखौ डाउनलड खालाम
  Bharatavani Windows App